The Topmost

“The eyes believe themselves, the ears believe other people.”

ମଙ୍କିଫକ୍ସକୁ ନେଇ ୨୩ ରେ WHO ର ଗୁରୁତ୍ବପୂର୍ଣ୍ଣ ବୈଠକ

() ମଙ୍କିପକ୍ସକୁ ନେଇ ସମଗ୍ର ବିଶ୍ବକୁ ଘାରିଛି ଚିନ୍ତା । ତେବେ ଏହାକୁ ହେଲଥ ଏମର୍ଜେନ୍ସି ଘୋଷଣା କରିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯାହାକୁ ନେଇ ଆସନ୍ତା ୨୩ ତାରିଖରେ ଜରୁରୀ ବୈଠକ ଡାକ୍ତିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେପଟେ ମଙ୍କିପକ୍ସକୁ ଚିନ୍ତାଜନକ ବୋଲି କହିଛନ୍ତି WHO ମୁଖ୍ୟ । ଗତ ସପ୍ତାହରେ WHO ସୂଚନା ଦେଇଥିଲା ଯେ ଏପର୍ଯ୍ୟନ୍ତ ୨୮ଟି ଦେଶରୁ ମୋଟ୍ ୧୨୮୫ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।