- ସ୍ୱାସ୍ଥ୍ୟକର୍ମୀଙ୍କୁ ରୋଗରୁ ଦୂରେଇ ରହିବାକୁ ପରାମର୍ଶ
() କେନ୍ଦ୍ର ସରକାର ମକିପକ୍ସ ସହ ଲଢେଇ ପାଇଁ ଜାରି କରିଛନ୍ତି ଗାଇଡଲାଇନ । କୌଣସି ସନ୍ଦିଗ୍ଧ ଆସିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରୋଗ ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଥିବାରୁ ଗୋଟିଏ ମାମଲାକୁ ମଧ୍ୟ ଗୁରୁତର ସହ ନେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଆସିବାର ସମ୍ଭାବନା ରହିଥିବାରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ବି ମଙ୍କିପକ୍ସରେ ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ ସଙ୍ଗରୋଧରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ରୋଗରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
“The eyes believe themselves, the ears believe other people.”
More Stories
ପୁରୁଷଙ୍କ ସ୍ପର୍ମ କାଉଣ୍ଟ୍ କମାଇଛି କୋଭିଡ୍
ଆଖିରୁ ଜାଣନ୍ତୁ ଡାଇବେଟିସ୍ ର ସ୍ଥିତି
ନିୟମିତ ପେଟ ଗରମ ହେଉଥିଲେ ଆପଣାନ୍ତୁ ଏହି ଉପାୟ