ଚଳିତ ମାସ 15 ତାରିଖରେ ପବିତ୍ର ମକର ସଂକ୍ରାନ୍ତି ପର୍ବ ଅନୁଷ୍ଠିତ ହେବ । ପବିତ୍ର ମକର ସଂକ୍ରାନ୍ତିରେ ମକର ଚାଉଳର ଅନେକ ମହତ୍ତ୍ବ ଏବଂ ମାନ୍ୟତା ରହିଛି । ଏହି ଦିନ, ପୂର୍ବ ଏବଂ ଉତ୍ତରର ଭାରତର କିଛି ଅଞ୍ଚଳରେ ଲୋକମାନେ ପବିତ୍ର ସ୍ନାନ ସାରି ଏହାକୁ ଉପଭୋଗ କରିଥାନ୍ତି । ଲୋକମାନେ କଳା କିମ୍ବା ଧଳା ତେଲ ମଞ୍ଜି ଲଡୁ ସହିତ ଭିଜାଇ ଦିଆଯାଇଥିବା ଚାଉଳ, କଦଳୀ, ଚିନି ସହ ସେବନ କରିଥାନ୍ତି । ଯାହାକୁ ଓଡିଆ ଭାଷାରେମକର ଚାଉଳ କୁହାଯାଇଥାଏ । ଆହୁରି ମଧ୍ୟ ଏହି ଦିନରେ ଖିଚିଡି ପ୍ରସ୍ତୁତ ହୋଇଥାଏ । ଯାହାକୁ ଲୋକମାନେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ଭାବରେ ଗ୍ରହଣ କରିଥାନ୍ତି ।
“The eyes believe themselves, the ears believe other people.”
More Stories
ରାମ ନବମୀ ପାଇଁ ଅନୁମତି ନାହିଁ
ରାମ ନବମୀରେ ଅଯୋଧ୍ୟାରୁ ଲାଇଭ୍ ଷ୍ଟ୍ରିମ୍ କରିବେ ବଚ୍ଚନ୍
କେମିତି ଦେଖିବେ ରାମ ଲାଲାଙ୍କ ଅଭିଶେକ ସହିତ ସୂର୍ଯ୍ୟତିଳକ ବିଧି