() ଋଷ ଯୋଗୁଁ ବିଶ୍ୱରେ ଦେଖାଦେବ ଅନାହାର ! ଏହିଭଳି କିଛି ନୂଆ ମନ୍ତବ୍ୟ ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ତାଙ୍କ କହିବା କଥା ୟୁକ୍ରେନର ବ୍ଲାକ୍ ସି ପୋର୍ଟରେ ଋଷର ପ୍ରତିବନ୍ଧକ ଯୋଗୁଁ ଅନାହାରରେ ଲୋକଙ୍କ ମୃତ୍ୟୁ ହେବାସହ ସାରା ଦୁନିଆ ଖାଦ୍ୟ ସଙ୍କଟ ଭୋଗିବ । ୟୁକ୍ରେନ ସହ ଋଷର ଯୁଦ୍ଧ କାରଣରୁ ଗହମ, ମକା, ସୂର୍ଯ୍ୟମୂଖୀ ତେଲ ଓ ଅନ୍ୟାନ୍ୟ ଉତ୍ପାଦ ଗୁଡିକର ରପ୍ତାନୀରେ ବାଧା ସୃଷ୍ଟି ହୋଇଛି । ଯାହା ସାରା ବିଶ୍ୱ ବଜାରକୁ ପ୍ରଭାବିତ କରିଛି । ବ୍ଲାକ୍ ସିରେ ଯଦି ଋଷ ନିଜର ନାକାବନ୍ଦୀ ଏହିଭଳି ଭାବେ ରକେ ତେବେ ଲକ୍ଷ ଲକ୍ଷ ଲୋକ ଭୋକରେ ମରିପାରନ୍ତି ।https://thetopmost.in/%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%9a%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0%e0%ac%aa%e0%ad%83%e0%ac%b7%e0%ad%8d%e0%ac%9f-%e0%ac%a4%e0%ac%b3%e0%ac%b0-%e0%ac%a4%e0%ac%a5/
More Stories
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..
ଅଧାଘଣ୍ଟାରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାତ୍ରା