- ନିର୍ବାଚନ ପରେ ଏବେ ଭୋଟ୍ ଗଣତିକୁ ଅପେକ୍ଷା । କଡା ସୁରକ୍ଷା ମଧ୍ୟରେ ଗତକାଲି ସରିଛି ଧାମନଗର ଉପନିର୍ବାଚନ । ମୋଟ ୬୬. ୬୩ ପ୍ରତିଶତ ଭୋଟିଂ ହୋଇଛି । ଇଭିଏମରେ ସିଲ୍ ହୋଇଯାଇଛି ୫ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟାରେ ମତଦାନ ଆରମ୍ଭ ହୋଇ ୬ଟା ପର୍ଯ୍ୟନ୍ତ ଚାଲିଥିଲା । କିଛି ବୁଥରେ ଇଭିଏମ ଅଚଳ ହେବା ଯୋଗୁଁ ରାତି ପର୍ଯ୍ୟନ୍ତ ମତଦାନ ହୋଇଥିବା ସୂଚନା ରହିଛି । ତେବେ କିଏ ବାଜି ମାରୁଛି ତାହା ୬ ତାରିଖ ଭୋଟ ଗଣତି ପରେ ଜଣାପଡ଼ିବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍