ଇଣ୍ଡୋନେସିଆରେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୦ ଟପିଲାଣି । ଏବେବି ମାଟି ତଳେ ଆହୁରି ଅନେକ ଚାପି ହୋଇରହିଥିବା ଆଶଙ୍କା କରାଯାଉଥିବାବେଳେ ସମୟ ସହ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ପଶ୍ଚିମ ଜାଭା ଗଭର୍ଣ୍ଣର ରିଡୱାନ୍ କାମିଲ । ଏହି ବିପର୍ଯ୍ୟୟରେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସାଧିନ ରଖାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ