The Topmost

“The eyes believe themselves, the ears believe other people.”

ଭାରତ ସରକାରଙ୍କ କଠୋର ନିଷ୍ପତ୍ତି, ଅନ୍ୟ ଦେଶକୁ ରପ୍ତାନୀ ହେବନି ଗହମ

  1. () ଭାରତ ସରକାର ନେଇଛନ୍ତି କଡା ନିଷ୍ପତ୍ତି । ଆଉ କାହାକୁ ଦିଆଯିବନି ଗହମ । କିଛି ଦେଶ ଭାରତ ଗହମକୁ ଖରାପ କହି ଫେରାଇଦେବା ପରେ ଆଉ କାହାକୁ ଦିଆଯିବନି ଗହମ । ଏପରି ନିଷ୍ପତ୍ତି ନେବା ସହ ଇକୋନୋମିକ୍ ଫୋରମରେ କରାଯାଇଥିବା ଆବେଦନକୁ ପ୍ରତ୍ୟାକ୍ଷାନ କରିଛନ୍ତି ଭାରତ ସରକାର । ଏହାପରେ ବିଶ୍ୱ ସ୍ତରରେ ଗହମ ଦର ବଢିବାରେ ଲାଗିଛି । କିଛି ଦିନ ତଳେ ଦେଶରେ ଗହମ ଦର ନିୟନ୍ତ୍ରଣ କରିବାକୁ ଓ ନିଜ ଦେଶରେ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ଯାଇ ଗହମ ରପ୍ତାନୀ ଉପରେ ରହିତାଦେଶ ଲଗାଇଥିଲେ ସରକାର । ଏହାପରେ ଆଇଏମଏଫ୍ ମୁଖ୍ୟ ଭାରତ ସରକାରଙ୍କୁ ବିଦେଶକୁ ଗହମ ରପ୍ତାନୀ କରିବାକୁ ଅନୁରୋଧ କରିଥିଲେ । ଅନୁରୋଧକୁ ରକ୍ଷା କରି ଭାରତ ବିଦେଶକୁ ଗହମ ପଠାଇଥିଲେ ବି ସମ୍ପୃକ୍ତ ରାଷ୍ଟ୍ର ଗୁଡିକ ଭାରତ ଗହମରେ ଭୂତାଣୁ ଅଛି, ଏହା ଖରାପ ମାନର କହି ଫେରାଇ ଦେଇଥିଲେ ।https://thetopmost.in/%e0%ac%b7%e0%ad%8d%e0%ac%9f%e0%ac%bf%e0%ac%b2%e0%ad%8d-%e0%ac%ac%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f-%e0%ac%aa%e0%ad%8d%e0%ac%b0%e0%ac%a1%e0%ac%95%e0%ac%9f%e0%ac%b0%e0%ad%87/
  2. https://thetopmost.in/a-fetcher-story-about-heaven-of-india-kashmir/