କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବେ । ନିଜର ପଦଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗୁଜରାଟରୁ ମେଘାଳୟକୁ ଯାତ୍ରା କରିବେ । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟେଲ ଗଣମାଧ୍ୟମକୁ ସୂଚନା ଦେଇ ଏହି ଖବର ଦେଇଛନ୍ତି । ଏହି ସମୟରେ ବିଭିନ୍ନ ରାଜ୍ୟରେ ମଧ୍ୟ ନେତା ମାନେ ସମାନ୍ତରାଳ ପଦଯାତ୍ରା କରିବେ । ପଟେଲ ଆହୁରି ମଧ୍ୟ କହିଥିଲେ, ଯେ ପ୍ରମୁଖ ନେତା ମାନେ ପଶ୍ଚିମର ବିଭିନ୍ନ ରାଜ୍ୟରେ ପଦଯାତ୍ରା କରି ଏହାର ନେତୃତ୍ୱ ନେବେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ