ରାଜସ୍ଥାନର ସୱାଇ ମାଧୋପୁର ଅନ୍ତର୍ଗତ ଭଦୋଟୀରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହୋଇଛି । ଏଥିରେ ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ରଘୁରାମ ଜି ରାଜନ ସ୍ବଳ୍ପସମୟ ପାଇଁ ଏଥିରେ ଯୋଗ ଦେଇଥିଲେ । ଏହାପରେ ଟ୍ବିଟ୍ କରି କଂଗ୍ରେସ ଲେଖିଛି: ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍ ଗାନ୍ଧୀଙ୍କ ସହିତ ପାଦ ମିଶାଇଲେ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍’ର ପୂର୍ବତନ ଗଭର୍ଣ୍ଣର୍ ରଘୁରାମ ରାଜନ । ଘୃଣା ବିରୋଧରେ ଦେଶ ସଂଯୋଗ କରିବା ଲାଗି ସହଯୋଗକାରୀଙ୍କ ସଂଖ୍ୟା ବୃଦ୍ଧି ଦର୍ଶାଉଛି କି, ଆମେ ସଫଳ ହେବୁ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ