ଭାରତ ଯୋଡୋ ନ୍ୟାୟ ଯାତ୍ରାର ପଞ୍ଚମ ଦିନ । ଉତ୍ତର-ପୂର୍ବ ଭାରତରେ ଭାଇଚାରାର ରାଲି । ସବୁ ଧର୍ମ, ଜାତି ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଲାଗି ଏହି ଅଭିଯାନ ଜାରି ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି- ବିଜେପି ଓ ଆରଏସଏସ ସାରା ଦେଶରେ ଅନ୍ୟାୟ କରୁଛନ୍ତି । ଆର୍ଥିକ ଅନ୍ୟାୟ, ସାମାଜିକ ଅନ୍ୟାୟ ଓ ରାଜନୈତିକ ଅନ୍ୟାୟ କରୁଛନ୍ତି ଏହି ସଂଗଠନ । ମଣିପୁରରେ ଗୃହଯୁଦ୍ଧ ପରି ସ୍ଥିତି ସୃଷ୍ଟି ହୋଇଛି । ନାଗାଲାଣ୍ଡରେ ବି ଶାନ୍ତି ବ୍ୟାହତ ହୋଇଛି । ସାରା ହିନ୍ଦୁସ୍ତାନର ଭ୍ରଷ୍ଟ ସରକାର ଆସାମରେ ଚାଲିଛି । ଦେଶରେ ନ୍ୟାୟ ପ୍ରତିଷ୍ଠା ଲାଗି ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଛି ବୋଲି କହିଛନ୍ତି ରାହୁଲ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ