ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ । ଆରବ ସାଗରରେ ହୋଇଛି ବ୍ରହ୍ମୋସର ସଫଳ ପରୀକ୍ଷଣ । ଭାରତୀୟ ନୌସେନା ପକ୍ଷରୁ ହୋଇଛି ଏହି ପରୀକ୍ଷା । ଡିଆରଡିଓ ଏହି ମିସାଇଲର ଡିଜାଇନ କରିଥିଲା । କ୍ଷେପଣାସ୍ତ୍ରରେ ରହିଛି ସ୍ବଦେଶୀ ସିକର୍ ଓ ବୁଷ୍ଟର । ଆତ୍ମନିର୍ଭର ଭାରତକୁ ମଜବୁତ କରିବା ଦିଗରେ ଏହା ଆଉ ଏକ ଉପଲବ୍ଧି । ଏହି କ୍ଷେପଣାସ୍ତ୍ର ପରୀକ୍ଷା କୋଲକାତା ଶ୍ରେଣୀର ଗାଇଡେଡ ମିସାଇଲ୍ ଡେଷ୍ଟ୍ରୋୟର ଯୁଦ୍ଧ ଜାହାଜରୁ କରାଯାଇଥିଲା । ଏରୋସ୍ପେସ କ୍ରମାଗତ ଭାବେ କ୍ଷେପଣାସ୍ତ୍ରରେ ସ୍ୱଦେଶୀ ସାମଗ୍ରୀ ବୃଦ୍ଧି ଉପରେ କାର୍ଯ୍ୟ କରୁଛି ବୋଲି ଭାରତୀୟ ନୌସେନା ଅଧିକାରୀ ସୂଚନା ଦେିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ