୧୨ ଘଣ୍ଟା ଭିତରେ ଉତ୍ତରପ୍ରଦେଶର ଇଟାୱାର ଦୁଇଟି ଟ୍ରେନରେ ଅଗ୍ନିକାଣ୍ଡ । ଦିଲ୍ଲୀ-ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଦିଲ୍ଲୀରୁ ସହରସା ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଏସ୍-୬ ବଗିରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିଯିବାରୁ ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା କରିବା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲାଗିବା ପରେ ଟ୍ରେନରୁ ଲୋକେ ଡେଇଁ ପଡ଼ିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ସେହିପରି ଗତକାଲି ଦରଭଙ୍ଗା ଏକ୍ସପ୍ରେସରେ ନିଆଁ ଲାଗିବାରୁ ୩ଟି ବଗି ଜଳିଯାଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ