ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଇଡି ଦାବି କରିଛି ଯେ ଗୋଟିଏ ବେଟିଂ ଆପ୍ର ପ୍ରମୋଟର୍ସଙ୍କ ଠାରୁ ବାଘେଲ ୫୦୮ କୋଟି ଟଙ୍କା ନେଇଛନ୍ତି । ଏବେ ଏହାର ତଦନ୍ତ ଇଡି ଆରମ୍ଭ କରିଛି । ଇଡି କହିଛି ଯେ ୟୁଏଇରେ ରହୁଥିବା ମହାଦେବ ବେଟିଂ ଆପର ପ୍ରମୋଟର୍ସ ଠାରୁ ମୁଖ୍ୟମନ୍ତ୍ରୀ ବାଘେଲ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗ ହୋଇଛି । ଗୁରୁବାର ମହାଦେବ ବେଟିଂ ଆପ ସ୍କାମ ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ଇଡି ଗୁରୁବାର ରେଡ କରିଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ