ଏଣିକି ବେଆଇନ ପାର୍କିଂ ଗାଡିକୁ ଉଠାଇ ନେବ ପୋଲିସ । ରାସ୍ତାରେ ଗାଡି ପାର୍କିଂ କରୁଥିଲେ ସାବଧାନ । ବିଏମସି ଅଧିକାରୀ ଏବଂ ପୋଲିସକୁ ନେଇ ଗଠନ ହେଲା ଟିମ୍ । ବ୍ୟବସାୟୀ ଏବଂ ମଲ ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମସି କମିଶନର । ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବ୍ୟବସାୟୀଙ୍କ ପାଇଁ ରିହାତି ଦର ଲାଗୁହେଉଥିବା ବେଳେ ସହିଦନଗର ଏବଂ ରାଜମହଲ ଅଞ୍ଚଳରେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ । ପାର୍କିଂ ପାଇଁ ଚିହ୍ନଟ ହୋଇଛି ୩୦ରୁ ଅଧିକ ସ୍ଥାନ । ପ୍ଳାନରେ ପାର୍କିଂ ଥାଇ ବ୍ୟବସାୟ କରୁଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅଧିକାଂଶ ସ୍ଥାନରେ ନୋ ପାର୍କିଂ ବୋର୍ଡ ଲଗାଇଛି ବିଏମସି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ