ସ୍ୱାଧୀନତା ଦିବସ ଅବସରରେ ପୋଲିସ୍ କର୍ମଚାରୀଙ୍କୁ ମେଡାଲ । ସିଏପିଏଫ ଓ ରାଜ୍ୟ ପୋଲିସର ୧୦୮୨ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନଙ୍କୁ ବୀରତା ସମେତ ସେବା ପଦକର ବିଭିନ୍ନ ବର୍ଗରେ ସମ୍ମାନୀତ କରାଯାଇଛି । ବୀରତା ଲାଗି ୩୪୭ ପୋଲିସ ପଦକ, ବିଶିଷ୍ଟ ସେବା ଲାଗି ୮୭ ରାଷ୍ଟ୍ରପତି ପୋଲିସ ପଦକ ଓ ଉଲ୍ଲେଖନୀୟ ସେବା ଲାଗି ୬୪୮ ପୋଲିସ ପଦକ ପ୍ରଦାନ କରାଯାଇଥିବା କୁହାଯାଇଛି । ଚଳିତବର୍ଷ ସବୁଠୁ ଅଧିକ ୧୦୯ଟି ବୀରତା ପଦକ ସିଆରପିଏଫ କୁ ଦିଆଯାଇଛି । ଏହା ପଛକୁ ଜମ୍ମୁ-କାଶ୍ମୀର ପୋଲିସକୁ ୧୦୮, ବିଏସଏଫକୁ ୧୯ ଓ ଭାରତ-ତୀବ୍ବତ ସୀମା ପୋଲିସ ଓ ସଶସ୍ତ୍ର ସୀମା ବଳକୁ ୬ଟି ଲେଖାଏଁ ପଦକ ମିଳିଛି । ରାଜ୍ୟ ପୋଲିସ ବଳ ମଧ୍ୟରୁ ୪୨ ବୀରତା ପଦକ ମହାରାଷ୍ଟ୍ର ପୋଲିସକୁ ମିଳିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ