() ଅଗ୍ନିପଥ ଯୋଜନାକୁ ବିରୋଧ ପରେ ବିହାରରେ ରେଳସେବା ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବ ପାଟନା ବିମାନବନ୍ଦରରେ ଦେଖିବାକୁ ମିଳିଛି । ଅଗ୍ନିପଥ ତାତିରେ ଟ୍ରେନ ବାତିଲ ଯୋଗୁଁ ପୂର୍ବାପେକ୍ଷା ୩ ଗୁଣ ଅଧିକ ଦାମ ଦେଇ ବିମାନ ଯାତ୍ରା କରୁଛନ୍ତି ଯାତ୍ରୀ । ବିପୁଳ ସଂଖ୍ୟାରେ ଯାତ୍ରୀ ବିମାନରେ ଯାତ୍ରା କରୁ ଥିବାବେଳେ ବଡବଡ ସହରକୁ ବିମାନ ଯାତ୍ରା ମହଙ୍ଗା ହୋଇଛି । ପାଟନା, ମୁମ୍ବାଇ ସମେତ କେତେକ ସହରରେ ବିମାନ ଭଡା ମହଙ୍ଗା ହୋଇଛି । ଯାହା ଫଳରେ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ