ବିହାରର ସୀୱାନ୍ ଲାକାରି ନବୀଗଞ୍ଜ ଅଞ୍ଚଳର ବାଲା ଗାଁରେ ବିଷାକ୍ତ ମଦ ପିଇବାରୁ ପ୍ରାୟ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ । ୬ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଘଟଣା ସଂକ୍ରାନ୍ତରେ ଅବଗତ କରାଯିବା ପରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ଅମିତ କୁମାର ପାଣ୍ଡେ ଗତ ମଧ୍ୟରାତ୍ରରେ ସୀୱାନ୍ ସ୍ଥିତ ସଦର ହସ୍ପିଟାଲ୍ରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ଅନୁସନ୍ଧାନ କରିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି, ସନ୍ଦିଗ୍ଧ ଅବସ୍ଥାରେ ପ୍ରାୟ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୬ଜଣ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ସୀୱାନ୍ ସଦର ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି । ଆମେ ଘଟଣାର ତଦନ୍ତ କରୁଛୁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ