The Topmost

“The eyes believe themselves, the ears believe other people.”

ବିଶ୍ବର ପ୍ରଭାବଶାଳୀ ବ୍ୟକ୍ତି ଶାହରୁଖ୍ ରାଜାମୌଲି

ପ୍ରକାଶ ପାଇଛି ଟାଇମ୍ ମାଗାଜିନରେ ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକା । ବିଶ୍ବର ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ୍ ଖାନ୍, ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି, ବିଶ୍ବବିଖ୍ୟାତ ଲେଖକ ତଥା ଔପନ୍ୟାସିକ ସଲମାନ ରସଡି । ତାଲିକାର ଶୀର୍ଷରେ ଅଛନ୍ତି ଆମେରିକୀୟ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ମାଇକେଲ ବି. ଜୋର୍ଡାନ । ଏହି ତାଲିକାରେ ବି ସ୍ଥାନ ପାଇଛନ୍ତି ଟେଲିଭିଜନ ଉପସ୍ଥାପିକା ତଥା ବିଚାରକ ପଦ୍ମା ଲକ୍ଷ୍ମୀ ।