ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଷୟରେ ଜାଣିବେ ବିଶ୍ବବାସୀ । ଆଜି ରାତି ୮ଟାରେ ନାଟଜିଓରେ ପ୍ରସାରଣ ହେବ ବିର୍ସା ମୁଣ୍ଡାର ଗରିମାମୟ ନିର୍ମାଣ ଶୈଳୀ । ୬୦ ହଜାର ସ୍କୋୟାର ମିଟର ପରିଧି ମଧ୍ୟରେ ନିର୍ମିତ ହୋଇଛି ଏହି ସର୍ବବୃହତ୍ତ ଷ୍ଟାଡ଼ିୟମ । ମାତ୍ର ୧୫ମାସରେ ନିର୍ମିତ ହୋଇଛି ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ଷ୍ଟାଡିୟମରେ ଏକାଧିକ ଜିମ୍, ହାଇଡ୍ରୋଥେରାପି ପୁଲ୍ ଓ ଅତ୍ୟାଧୁନିକ ତାଲିମ କେନ୍ଦ୍ର ରହିଛି । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଏହା ଗିନିଜ ବୁକ ରେକର୍ଡରେ ସ୍ଥାନ ପାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା