ବଲିଉଡର ପପୁଲାର ଅଭିନେତା ପରେଶ ରାଓ୍ବଲ ତାଙ୍କ ବିବାଦୀୟ ମନ୍ତବ୍ୟଙ୍କୁ ନେଇ ଅସୁବିଧାରେ ପଡିଛ୍ତି । ଗୁଜୁରାଟର ଏକ ନିର୍ବାଚନ ରାଲିରେ ତାଙ୍କ ମନ୍ତବ୍ୟକୁ ନେଇ ସବୁଠି ତାଙ୍କୁ ଟ୍ରୋଲ କରାଯାଉଛି । ବଙ୍ଗୀୟମାନଙ୍କ ଉପରେ କମେଣ୍ଟ ଦେଇଥିବାରୁ କୋଲକାତା ପୋଲିସ ତାଙ୍କୁ ପଚରାଉଚରା କରିଛି । କୋଲକାତା ପୋଲିସ ପରେଶଙ୍କୁ ସୋମବାର ହାଜର ହେବାକୁ କହିଛନ୍ତି । କହିବାକୁ ଗଲେ ପରେଶ ରାୱଲ ଏକ ନିର୍ବାଚନ ରାଲିରେ ବିଜେପି ପାଇଁ ପ୍ରଚାର କରୁଥିବାବେଳେ କହିଥିଲେ ଯେ ଗୁଜୁରାଟର ଲୋକମାନେ ମୂଲ୍ୟ ବୃଦ୍ଧି ବହନ କରିବେ କିନ୍ତୁ ପଡ଼ୋଶୀ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ନୁହଁନ୍ତି । ଏହାପରେ ତୃଣମୁଳ କଂଗ୍ରେସ ମଧ୍ୟ ତାଙ୍କ ମନ୍ତବ୍ୟ ଉପରେ ତୀବ୍ର ଆପତ୍ତି ଜଣାଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ