ସରିଲା ଗୋପାଳର ନାର୍କୋ ଟେଷ୍ଟ । ୧୩ ତାରିଖରେ ଗୋପାଳକୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫ୍ଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ ହୋଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଏହି ସମୟରେ ହତ୍ୟାକାଣ୍ଡ ସମ୍ପର୍କିତ ପ୍ରଶ୍ନ ଗୋପାଳକୁ ପଚରା ଯାଇଥିଲା ଆଉ ଗୋପାଳ ବି ପ୍ରଶ୍ନର ଉତ୍ତର ଦେଇଥିବା ସୂଚନା ମିଳିଛି । ପଚରାଉଚରା ବେଳେ ବିବାଦୀୟ ପରିସ୍ଥିତି ପାଇଁ ମନ୍ତ୍ରୀଙ୍କୁ ଗୋପାଳ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ମନ୍ତ୍ରୀଙ୍କ ପାଇଁ ଥିବା ରାଗ ନକମାଇବା ପାଇଁ ଗୋପାଳ ଦୁଇ ମାସ ହେବ ଔଷଧ ଖାଇନଥିବା ସୂଚନା ମିଳିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍