ବିନିମୟ ମୁଦ୍ରା କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ସତର୍କ ତାଲିକା’ ଜାରି କରିଛନ୍ତି । ସ୍ବୀକୃତି ପାଇନଥିବା ସଂସ୍ଥାଗୁଡ଼ିକ ସହ କାରବାର ନକରିବା ଲାଗି ଏହା ଜରିଆରେ ସମସ୍ତଙ୍କୁ ବାରଣ କରାଯାଇଛି । ଭେଣ୍ଡରମାନଙ୍କ ଲାଗି ଜାରି କରାଯାଇଥିବା ଏହି ତାଲିକାରେ ଆଲ୍ପରୀ, ଏନିଏଫ୍ଏକ୍ସ, ଆଭା ଟ୍ରେଡ୍, ବିନୋମୋ, ଇଟୋରୋ, ଏନକ୍ସନେସ୍, ଏକ୍ସପର୍ଟ ଓପିନିଅନ, ଏଫ୍ବିଏସ୍, ଫିନ୍ଏଫ୍ଏକ୍ସପ୍ରୋ, ଫୋରକ୍ସ ଡଟ୍ କମ୍, ଫୋରେକ୍ସ୪ମନି, ଫୋରୋରେକ୍ସ, ଏଫ୍ଟିଏମ୍ଓ, ଏଫ୍ଭିପି ଟ୍ରେଡ୍, ଏଫ୍ଏକ୍ସପ୍ରାଇମସ୍, ଏଫ୍ଏକ୍ସଷ୍ଟ୍ରିଟ୍, ଏଫ୍ଏକ୍ସସିଏମ୍, ଏଫ୍ଏକ୍ସନାଇସ୍, ଏଫ୍ଏକ୍ସଟିଏମ୍, ହଟ୍ଫୋରେକ୍ସ, ଆଇବେଲ୍ ମାର୍କେଟ୍ସ, ଆଇଫୋରେକ୍ସ, ଆଇଜି ମାର୍କେଟ୍ସ, ଆଇକ୍ୟୁ ଅପ୍ସନ, ଏନ୍ଟିଏସ୍ ଫୋରେକ୍ସ ଟ୍ରେଡିଂ, ଅକ୍ଟାଏଫ୍ଏକ୍ସ, ଅଲିମ୍ପ୍ ଟ୍ରେଡ୍, ଟିପି ଗ୍ଲୋବାଲ୍ ଏଫ୍ଏକ୍ସ, ଟ୍ରେଡ୍ ସାଇଟ୍ ଏଫ୍ଏକ୍ସ, ଅର୍ବାନ ଫୋରେକ୍ସ, ଏକ୍ସଏମ୍ ଓ ଏକ୍ସଟିବିର ନାମ ରହିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ