ଗୁଜରାଟରେ ଉଠୁଛି ପଡୁଛି ନିର୍ବାଚନ ପ୍ରଚାର । ରାଜ୍ୟର କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କ୍ୟାମ୍ପେନ ଟକ୍କର । ବିଧାନସଭା ନିର୍ବାଚନ ପାଇଁ ଆଜି ଗୁଜରାଟରେ ପହଞ୍ଚିଛନ୍ତି ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ । ଗୁଜରାଟର ୩ଟି ସ୍ଥାନରେ ପହଞ୍ଚି ଜନସଭା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେପଟେ ଭାରତ ଯୋଡ ଯାତ୍ରାରୁ କିଛି ସମୟର ବିରତି ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ