ବିଜେପି ବିରୋଧରେ ମନୀଷ ସିସୋଦିଆଙ୍କ ସାଂଘାତିକ ଅଭିଯୋଗ । ବିଜେପି ଅଫର ଦେଉଛି ଆପ୍ ଛାଡି ବିଜେପିରେ ସାମିଲ ହୁଅ । ଯାହା ବି ସିବିଆଇ ଓ ଇଡି ମାମଲା ଲାଗିଛି ସେସବୁକୁ ହଟେଇ ଦିଆଯିବ । ଏହିଭଳି କିଛି ଟ୍ବିଟ୍ କରି ମନୀଷ ସିସୋଦିଆ କହିଥିବାବେଳେ ବିଜେପି ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି । ଏହାସହ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆ ଆହୁରି ମଧ୍ୟ କହିଛନ୍ତି, ମୁଁ ମହାରଣା ପ୍ରତାପଙ୍କ ବଂସଜ, ନିଜ ମୁଣ୍ଡ କଟାଇଦେବି କିନ୍ତୁ ଭ୍ରଷ୍ଟାଚାରୀ ଏବଂ ଷଡଯନ୍ତ୍ରକାରୀଙ୍କ ସାମ୍ନାରେ ନଇଁପାରିବି ନାହିଁ । ମୋ ବିରୋଧରେ ଲାଗିଥିବା ସମସ୍ତ ମାମଲା ମିଛ, ଯାହା କରିବା କଥା କର ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ