କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ରଣହୁଙ୍କାର । ଚାଉଳ ଓ ଧାନ ସଂଗ୍ରହ ପ୍ରସଙ୍ଗରେ କେନ୍ଦ୍ରର ଚରମ ଅବହେଳା ବିରୋଧରେ ଆଜିଠୁ ତିନିଦିନ ପାଇଁ ଆନ୍ଦୋଳକୁ ଓହ୍ଲାଇବ ବିଜେଡି । ଆଜି ପୂର୍ବାହ୍ନରେ ରାଜଭବନ ଆଗରେ ବିଜେଡି ତରଫରୁ କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ବିଶାଳ ସମାବେଶ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ୧୫ତାରିଖରେ ପ୍ରତି ପଞ୍ଚାୟତ ହେଡକ୍ବାର୍ଟରରେ ଆନ୍ଦୋଳନ କରିବ ବିଜେଡି । ୧୬ତାରିଖରେ ବ୍ଲକ ଓ ଜିଲ୍ଲାପାଳ ଅଫିସଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା