ବିଏସ୍କେୱାଇରେ ସାମିଲ ହେବ ଅଙ୍ଗ ପ୍ରତିରୋପଣ ! ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଙ୍ଗ ପ୍ରତିରୋପଣ ଖର୍ଚ ପାଇଁ କୌଣସି ପ୍ୟାକେଜ୍ର ବ୍ୟବସ୍ଥା ନାହିଁ । ତେଣୁ ରାଜ୍ୟରେ ହେଉଥିବା ଅଙ୍ଗ ପ୍ରତିରୋପଣକୁ ବିଏସ୍କେୱାଇରେ ସାମିଲ କରିବା ଲାଗି ରାଜ୍ୟ ସରକାର ବିଚାର କରୁଛନ୍ତି । ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଖର୍ଚ ସଂପର୍କରେ ଯାଞ୍ଚ କରିବା ଲାଗି ଡିଏମ୍ଇଟିଙ୍କୁ ନିର୍ଦେଶ ଦିଆଯାଇଛି । ନିକଟରେ ରାଜ୍ୟ ସରକାରଙ୍କ ହୋଇଥିବା ରାଜ୍ୟ ଅଙ୍ଗ ଓ ଟିସ୍ୟୁ ପ୍ରତିରୋପଣ ସଂସ୍ଥାର ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍