() ବାରବାଟୀ ଟି-୨୦ ମ୍ୟାଚକୁ ରହିଲା ଆଉ ଦିନ ଦୁଇଟା । ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଥିବାବେଳେ ଏନେଇ ଆଜିଠୁ କାଉଣ୍ଟରରେ ମିଳୁଛି ଟିକେଟ୍ । ସାଧାରଣ ଦର୍ଶକଙ୍କ ପାଇଁ ୧୨ ହଜାର ଟିକେଟ ବିକ୍ରି ହେବାକୁ ଥିବାବେଳେ ଓସିଏ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସେପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପିଚ୍, ଗ୍ରାଉଣ୍ଡ, ଷ୍ଟାଡିୟମର ପ୍ରସ୍ତୁତି । ତେବେ ମ୍ୟାଚ୍ ପାଇଁ ଆସନ୍ତା କାଲି ଅପରାହ୍ନରେ ଉଭୟ ଦଳ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ପହଞ୍ଚିବେ ।https://thetopmost.in/%e0%ac%b8%e0%ac%be%e0%ac%89%e0%ac%a6%e0%ac%bf-%e0%ac%86%e0%ac%b0%e0%ac%ac%e0%ac%b0%e0%ad%87-%e0%ac%ae%e0%ac%b9%e0%ac%bf%e0%ac%b3%e0%ac%be%e0%ac%99%e0%ad%8d%e0%ac%95-%e0%ac%85%e0%ac%a7%e0%ac%bf/
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ