ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ । ଏହି ମ୍ୟାଚ୍ ଭାରତ -ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟା ୩୦ ରେ ଏହି ମ୍ୟାଚ ଖେଳାଯିବ । ଏଥିପାଇଁ ବାରବାଟୀ ପିଚ୍ ଓ ପଡିଆ ପ୍ରସ୍ତୁତି କାମ ଶେଷ ହୋଇଛି । ଭାରତ ବିଶ୍ବକପରେ ଦୁଇଟି ମ୍ୟାଚ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ବର୍ଷା ପାଇଁ ବାତିଲ ହେବାରୁ ପଏଣ୍ଟ ଭାଗ କରିଛି । ସେପଟେ ବାଂଲାଦେଶ ଟିମ ବେଶ ଶକ୍ତିଶାଳୀ ଥିବାରୁ ବାରବାଟୀ ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ