() ଚଳିତବର୍ଷ ଶେଷ ସୁଦ୍ଧା ହୋଇପାରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା ପ୍ରକାଶ କରିଛନ୍ତି । ମହାରାଜା ଗୁଲାବ ସିଂହଙ୍କର ରାଜ୍ୟାଭିଷେକର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ନିକଟରେ ଜମ୍ମୁ-କାଶ୍ମୀରରେ ପୁନଃ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ବିଧାନସଭାରେ ଜମ୍ମୁର ୪୩ଟି ଆସନ ଓ କାଶ୍ମୀରର ୪୭ଟି ଆସନ ରହିବ । ତେବେ ଏନେଇ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଡ୍ରାଫ୍ଟ ପ୍ରସ୍ତୁତ ହେବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥ ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ