() ବନ୍ଧାହେଲେ କୁବେର ବିଡିଓ ଅଶ୍ୱିନୀ ଦାସ । ଜଳେଶ୍ୱର ବ୍ଳକର ଉନ୍ନତି ନୁହେଁ ବରଂ ନିଜର ବିକାଶରେ ମାତିଥିଲେ କୁବେର ବାବୁ । ତାଙ୍କଠାରୁ ଏପର୍ଯ୍ୟନ୍ତ ମୋଟ୍ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏଥିରେ ରହିଛି କଟକ ଓ ଭୁବନେଶ୍ୱରରେ ପ୍ରାଇମ ଲୋକେସନର ଥିବା ୨୪ଟି ପ୍ଳଟ୍ । ବିଡିଓଙ୍କ ଘରେ ଥିବା ମନ୍ଦିରରେ ଠାକୁରଙ୍କ ମୁଣ୍ଡରେ ଥିଲା ସୁନା ମୁକୁଟ । ତେବେ ଏହି ସୁନା ମୁକୁଟକୁ ମିସାଇ ମୋଟ୍ ୧ କେଜି ୨୮ ଗ୍ରାମ ସୁନା ଜବତ କରାଯାଇଛି । ଏବଂ ୩ କିଲୋ ୬୩୨ ଗ୍ରାମ ରୂପା ସିଜ୍ କରିଛି ଭିଜିଲାନ୍ସ । ଜବତ ମ୍ପତ୍ତି ଭିତରେ ରହିଛି ଚାରୋଟି ଦାମୀ ଚାରି ଚକିଆ ଗାଡି, ୩ଟି ଦୁଇ ଚକିଆ ଗାଡି, ୭୩ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଇନ୍ସୁରାନ୍ସ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି