ମଦ ଦୁର୍ନୀତି ମାମଲା । ବନ୍ଧାହେଲେ କେ. କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ବୁଚି ବାବୁ । ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବାନ୍ଧିଛି ସିବିଆଇ । ସାଉଥ ଗ୍ରୁପ୍ ନାମକ କମ୍ପାନୀ ଦ୍ୱାରା ଲବି କରାଯାଇ ତଥା ଲାଞ୍ଚ ଦିଆଯାଇ ଦିଲ୍ଲୀର ଅବକାରୀ ନୀତିକୁ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି। କେ କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ବୁଚି ବାବୁ ‘ସାଉଥ୍ ଗ୍ରୁପ୍’ର ପ୍ରତିନିଧିତ୍ୱ କରୁଥିଲେ ବୋଲି ସିବିଆଇ କହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ