ବିଶ୍ୱର ତୃତୀୟ ଧନୀ ଭାବରେ ସ୍ଥାନ ପାଇଛନ୍ତି ଆଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଆଦାନୀ । ସେ ଫ୍ରାନ୍ସର ବନାଡ୍ ଆଲନଙ୍କୁ ଅତିକ୍ରମ କରି ବିଶ୍ୱର ତୃତୀୟ ଧନୀ ଭାବରେ ପରିଗଣିତ ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସର ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ଜଣେ ଏସୀଆ ମହାଦେଶର ବ୍ୟକ୍ତି ସ୍ଥାନୀତ ହେବାର ଏହା ହେଉଛି ପ୍ରଥମ ଘଟଣା । ଚୀନ୍ ’ଅଲିବାବା ଗ୍ରୁପ୍’ର ଚେୟାରମ୍ୟାନ ଜାକ୍ ମା ଓ ମୁକେଶ ଅମ୍ବାନୀଙ୍କ ଭଳି ଧନୀ ମଧ୍ୟ ଶ୍ରେଷ୍ଠ ୩ ଜଣ ଧନୀଙ୍କ ମଧ୍ୟରେ କେବେ ଆସିନାହାନ୍ତି । ଗୌତମ ଆଦାନୀଙ୍କ ଉପରେ ଏବେ ଆମେରିକାର ଏଲନ ମସ୍କ ଓ ଜେଫ୍ ବେଜସ ରହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ