ମହାରାଷ୍ଟ୍ର ଚନ୍ଦ୍ରପୁର ରେଲୱେ ପ୍ଲାଟଫର୍ମରେ ଦୁର୍ଘଟଣା । ଫୁଟଓଭରରୁ ସ୍ଲାବ ଖସି ଜଣଙ୍କର ମୃତ୍ୟୁ ସହ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବହୁ ସଂଖ୍ୟକ ଯାତ୍ରୀ ପୁଣେ ଅଭିମୁଖେ ଯାଉଥିବା ଟ୍ରେନରେ ଚଢିବା ପାଇଁ ପ୍ଲାଟଫର୍ମର ୬୦ ଫୁଟ ଉପରେ ଥିବା ଫୁଟଓଭରରେ ଯାଉଥିବାବେଳେ ଏହାର ସ୍ଲାବ୍ ହଠାତ୍ ଭୁଶୁଡି ପଡିଥିଲା । ଫଳରେ କିଛି ଲୋକ ରେଳ ଧାରଣା ଉପରେ ପଡିଯାଇଥିଲେ । ହେଲେ ସେହି ସମୟରେ କୌଣସି ଟ୍ରେନ ଆସୁନଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ