ଫିରୋଜପୁର ସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରୁ ବିଏସଏଫ୍ ଦ୍ବାରା ବିପୁଳ ଅସ୍ତ୍ରଶସ୍ତ୍ର ଜବତ । ଫିରୋଜପୁରର ରାଜା ମୋହତମ ନିକଟରୁ ୬ଟି ମାଗାଜିନ ସମେତ ୩ଟି ଏକେ ସିରିଜ୍ ରାଇଫଲ୍ , ୪ ମାଗାଜିନ୍ ସହ ୨ଟି ଏମ୍୩ ସବ୍ ମେସିନ ଗନ୍ ଏବଂ ୨ଟି ମାଗାଜିନ ସହ ୨ଟି ପିସ୍ତଲ ଜବତ ହୋଇଛି।ପାକିସ୍ତାନରୁ ଏହି ଅସ୍ତ୍ର ଚୋରାଚାଲାଣ ହୋଇଥିବା କୁହାଯାଉଛି । ସୂଚନା ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ