ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ପ୍ରାର୍ଥୀପତ୍ର ଦାଖଲ କରିବେ ତିନି ପ୍ରମୁଖ ଦଳ । ତେବେ ପଦ୍ମପୁର ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିନାହାଁନ୍ତି । ତେଣୁ ଆଜି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ସୂଚନା ଅନୁସାରେ ପ୍ରାୟ ୧୧ଜଣ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଫର୍ମ ନେଇଛନ୍ତି । କିନ୍ତୁ ଚାଷୀଙ୍କୁ ବୀମା ରାଶି ପ୍ରଦାନ ଓ ପଦ୍ମପୁରକୁ ଜିଲ୍ଲା ଦାବିକୁ ନେଇ ଆନ୍ଦୋଳନ ଚାଲିଥିବାରୁ କେହି ନାମାଙ୍କନ ଦାଖଲ କରିନଥିବା ଚର୍ଚ୍ଚା ହେଉଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ