ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଆମେରିକା ଜାତୀୟ ଗୁଇନ୍ଦା ଏଜେନ୍ସି ମୁଖ୍ୟ । ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ପରମାଣୁ ଅସ୍ତ୍ର ବ୍ୟବହାର ରୋକିବା ପାଇଁ ମୋଦୀ କରିଥିବା ଉଦ୍ୟମକୁ ପ୍ରସଂଶା କରିବା ସହ ଏକ୍ଷେତ୍ରରେ ମୋଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା କହିଛନ୍ତି ୱିଲ ବର୍ନ୍ସ । ସେ ଆୁରି ମଧ୍ୟ କହିଛନ୍ତି ଯେ, ‘ମୋଦୀ ବାରମ୍ବାର ପରମାଣୁ ଯୁଦ୍ଧ ଏଡାଇବା ନେଇ ସତର୍କ କରିବାରୁ ଏହାର ପ୍ରଭାବ ଋଷ ଉପରେ ପଡିଛି । ଆଉ ସେଥିପାଇଁ ଋଷ ଏପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିନାହିଁ’ ବୋଲି ସିଆଇଏ ମୁଖ୍ୟ କହିଚନ୍ତି । ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ମୋଦୀଙ୍କ ହସ୍ତକ୍ଷେପ ସ୍ଥିତି ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ସେ ଅନୁଭବ କରିଛନ୍ତି ବୋଲି କହିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍