ଦିନକୁ ଦିନ ସ୍ବଚ୍ଛତାର ମାନ ହେଉଛି ହ୍ରାସ । ବିଶ୍ବର ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ଅଷ୍ଟମ ସ୍ଥାନରେ ଭାରତ । ବିଶ୍ବର ପ୍ରାୟ ୭ ହଜାର ୩୦୦ ସହର ମଧ୍ୟରୁ ଭାରତର ସହରଗୁଡିକ ଅଧିକ ପ୍ରଦୂଷିତ ଥିବା ଜଣାଯାଇଛି । ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ପ୍ରଥମରେ ରହିଛି ଚାଦ୍ । ଦ୍ବିତୀୟରେ ଇରାକ, ତୃତୀୟରେ ପାକିସ୍ତାନ, ଚତୁର୍ଥରେ ବାହାରିନ, ପଞ୍ଚମରେ ବାଂଲାଦେଶ, ଅଷ୍ଟମରେ ଭାରତ ଓ ଦଶମରେ ତାଜିକସ୍ତାନ ରହିଛି । ସହର ମଧ୍ୟରେ ପାକିସ୍ତାନର ଲାହୋର ପ୍ରଥମ ସ୍ଥାନରେ ଥିବାବେଳେ ଚୀନର ହୋତାନ ସହର ଦ୍ବିତୀୟ ସ୍ଥାନରେ ରହିଛି । ରାଜସ୍ଥାନର ଭିଓ୍ବାଣ୍ଡି ତୃତୀୟ ସ୍ଥାନରେ ଓ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ପାକିସ୍ତାନର ପେଶଓ୍ବାର ପଞ୍ଚମ, ବିହାରର ଦରଭଙ୍ଗା ଷଷ୍ଠ, ବିହାରର ପାଟନା ଦଶମ, ଉତ୍ତରପ୍ରଦେଶର ଗାଜିଆବାଦ ଏକାଦଶ ସ୍ଥାନରେ ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ