() ଜମ୍ମୁ-କାଶ୍ମୀରରେ ଦିନ ଦ୍ୱିପହରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା ଘଟଣାରେ ପ୍ରତିଶୋଧ ନେଲା ସେନାବାହିନୀ । ଘଟଣାରେ ସଂପୃକ୍ତ ଥିବା ଆତଙ୍କୀକୁ ନିହତ କରିଛି ସେନା । ମୋଟ ୨ଜଣ ଆତଙ୍କୀଙ୍କୁ ସଫା କରିଛି ଭାରତୀୟ ସେନା । ମୃତ ୨ ଜଣ ଆତଙ୍କୀ ଲସ୍କର-ଇ-ତୋଇବା ସଂଗଠନ ସହିତ ଜଡିତ ଥିବା ସୂଚନା ମିଳିଛି । ମୃତକ ମଧ୍ୟରୁ ଜଣକର ନାମ ଜାନ୍ ମହମ୍ମଦ ହୋଇ ଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ଏବେ ବି ଅସ୍ପଷ୍ଟ ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ