ଗିରଫ ହେଲେ ପୂର୍ବତନ କଂଗ୍ରେସ ବିଧାୟକ । ପୋଲିସ ପ୍ରତି ଦୁର୍ବ୍ୟବହାର ଓ ଆକ୍ରମଣ ପଡିଲା ଭାରି । ଘଟଣାକୁ ନେଇ ପୂର୍ବତନ କଂଗ୍ରେସ ବିଧାୟକ ଆସିଫ୍ ମହମ୍ମଦ୍ ଖାଁ ଗିରଫ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ, ରାଜ୍ୟ ନିର୍ବାଚନ କମିସନ୍ଙ୍କ ବିନା ଅନୁମତିରେ କାହିଁକି ସମାବେଶ କରୁଛନ୍ତି ବୋଲି ପଚାରିଥିଲେ । ଘଟଣାକୁ ନେଇ ପୂର୍ବତନ ବିଧାୟକ ରାଗିଯାଇ ଶାହୀନ୍ ବାଗ୍ ଅଞ୍ଚଳରେ ଜଣେ ପୁଲିସ ଅଧିକାରୀଙ୍କୁ ଗାଳି ଦେଇଥିଲେ । ଯାହାକି ଦକ୍ଷିଣପୂର୍ବ ଡେପୁଟି କମିସନର୍ ଈଶା ପାଣ୍ଡେ କହିଛନ୍ତି । ଏହାସହ ନାଁରେ ଶାହୀନ୍ ବାଗ ଥାନାରେ ମାମଲା ରୁଜୁ କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ