କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତିରେ ଲଦାଖ ପେଙ୍ଗୋଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ରାହୁଲ କହିଛନ୍ତି, ‘ ଦେଶପାଇଁ ରାଜୀବ ଗାନ୍ଧୀ ଯାହା ସ୍ୱପ୍ନ ଦେଖିଥିଲେ, ଏବେବି ସେ ଅମୂଲ୍ୟ ସ୍ମୃତି ସବୁ ଆଖି ଆଗରେ ଝଲସି ଉଠୁଛି । ଏବେ ବାପାଙ୍କ ଚିହ୍ନ ହିଁ ତାଙ୍କ ପାଇଁ ଚଲାପଥ । ବାପା ଦେଇଥିବା ସଂସ୍କାରକୁ ସେ ବହନ କରିଛନ୍ତି । ସେ ପ୍ରତି ହିନ୍ଦୁସ୍ତାନୀଙ୍କ ସଂଘର୍ଷ ଓ ସ୍ୱପ୍ନକୁ ବୁଝିପାରୁଛନ୍ତି । ଭାରତ ମା’ର ସ୍ୱରକୁ ଶୁଣିପାରୁଛନ୍ତି’ । ଦିନକ ପୂର୍ବରୁ ରାହୁଲଙ୍କୁ ଲଦାଖ ସୀମାରେ ବାଇକ୍ ଚଳାଉଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହାର ଭିଜୁଆଲ ଭାଇରାଲ ହେଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ