ୟୁକ୍ରେନ୍ରେ ଆକ୍ରମଣ ଜୋର୍ଦାର୍ କରିଛି ରୁଷ୍ । ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳଗୁଡ଼ିକରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ନିପ୍ରୋ ନଗରୀରେ ଅବସ୍ଥିତ ୯ ମହଲା ଆପାର୍ଟମେଣ୍ଟ୍ରେ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ସାମ୍ନାକୁ ଆସିଛି । ନିପ୍ରୋସ୍ଥିତ ଆବାସିକ ଆପାର୍ଟମେଣ୍ଟ୍ ଛଡ଼ା, କିବ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ମଧ୍ୟ ରୁଷ୍ ଆକ୍ରମଣ କରିଥିବା କଥା ୟୁକ୍ରେନ୍ର ଶକ୍ତି ମନ୍ତ୍ରାଳୟ କହିଛି। ଭୀଷଣ ଶୀତ ପଡ଼ିଥିବା ବେଳେ ଏଭଳି ଆକ୍ରମଣ ବିଜୁଳି, ପାଣି ଓ ସେଣ୍ଟ୍ରାଲ୍ ହିଟିଙ୍ଗ୍ ଯୋଗାଣ ବାଧା ପାଇବ ବୋଲି ଶକ୍ତି ମନ୍ତ୍ରାଳୟ ସୂଚନା ଦେଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ