ପୁଣି ସିରିଆରେ ମିସାଇଲ ମାଡ଼ । ରାଜଧାନୀ ଦମାସକସ୍ରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ମିସାଇଲ ମାଡ଼ରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ମଧ୍ୟ ଭୂକମ୍ପରୁ ବାହାରି ପାରିନଥିବା ସିରିଆ ଉପରେ ମିସାଇଲ ଆଟାକ୍ ହୋଇଥିଲା । ସିରିୟା ରାଜଧାନୀରେ ମିସାଇଲ ମାଡ଼ରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଛି । ବାୟୁସେନାର ଏକ ଲଢ଼ୁଆ ବିମାନ କ୍ଷେପଣାସ୍ତ୍ର ମାଡ଼ କରିଛି । ଅନେକ ବିଲ୍ଡିଂ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ