The Topmost

“The eyes believe themselves, the ears believe other people.”

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ବେଢାର ଫଟୋ

() ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ବେଢାର ଫଟୋ । ଫେସବୁକରେ ୧୦ରୁ ଅଧିକ ଫଟୋ ପୋଷ୍ଟ କଲେ ସଞ୍ଜୟ ପାଢି ଶର୍ମା ନାମକ ବ୍ୟକ୍ତି । ଏଭଳି ସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ନିଜ ଫେସବୁକ ଆକାଉଣ୍ଟରେ ଏହି ଫଟୋ ଗୁଡିକ ଅପଲୋଡ କରିଥିବାବେଳେ ଫଟୋରେ ଦୁଇ ଜଣ ବ୍ୟକ୍ତି ଅଛନ୍ତି । ଶ୍ରୀମନ୍ଦିର ପରିସର ଭିତରେ ସେ ୧୦ରୁ ଅଧିକ ଫଟୋ ଉଠାଇଥିବା ବେଳେ ସେଗୁଡିକୁ ଫେସବୁକରେ ପୋଷ୍ଟ କରିଛନ୍ତି । ତେବେ ଏହି ବ୍ୟକ୍ତି ଜଣଙ୍କ ଘର କେଉଁଠି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ଏନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ମଧ୍ୟ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।https://thetopmost.in/%e0%ac%ae%e0%ac%b9%e0%ac%bf%e0%ac%b3%e0%ac%be%e0%ac%99%e0%ad%8d%e0%ac%95-%e0%ac%aa%e0%ac%bf%e0%ac%b8%e0%ac%bf%e0%ac%93%e0%ac%b8%e0%ac%bf-%e0%ac%b0%e0%ad%8b%e0%ac%97%e0%ac%b0-%e0%ac%95%e0%ac%be/

https://thetopmost.in/bollywood-queen-kanganas-new-dhakkad-look/