ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳାଧନର ଇଡି କରୁଛି ତଦନ୍ତ । ଆଜି ଆକାଶ ପାଠକଙ୍କ ବିଏମଡବ୍ଲୁ ଗାଡ଼ିକୁ ଉଠାଇନେଇଛି ଇଡି । ଏହି ଗାଡ଼ିକୁ ୨୦୨୦ ଅକ୍ଟୋବର ୫ ତାରିଖରେ କିଣା ଯାଇଥିଲା । ଏହି ଗାଡ଼ିର ଗଞ୍ଜାମ ଆରଟିଓ ରେଜିଷ୍ଟ୍ରେସନ ରହିଛି । ଏ ନେଇ ପୂର୍ବରୁ ଆକାଶ ପାଠକଙ୍କୁ ଇଡି ଜେରା କରି ସାରିଛି । ଏନେଇ ଆଗରୁ ସୋରୁମ ମାଲିକ ଚର୍ଚ୍ଚିତ ମିଶ୍ରଙ୍କୁ ଇଡି ପଚରାଉଚରା କରିଥିଲା ଉକ୍ତ ଗାଡ଼ି ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍