ଚୀନ୍ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ପୁଣି ଥରେ ବଢ଼ି ଚାଲିଛି ମାରାତ୍ମକ କରୋନା ମହାମାରୀ । ଏନେଇ ଏବେ ଭାରତ ସରକାର ଆଗୁଆ ସତର୍କ ହୋଇପଡିଛନ୍ତି । କରୋନାର ସଂକ୍ରମଣ ରୋକିବା ପାଇଁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଆଗକୁ କରୋନା ଟେଷ୍ଟିଂ ବଢ଼ିବ । ଭିଡ ଥିବା ସ୍ଥାନରେ ମାସ୍କ ପିନ୍ଧନ୍ତୁ । ବୁଷ୍ଟର ଡୋଜ୍ ବାଧ୍ୟତାମୂଳକ । ଯେଉଁମାନେ କରୋନା ଟିକାର ବୁଷ୍ଟର ଡୋଜ୍ ନେଇ ନାହାନ୍ତି ସେମାନେ ଶୀଘ୍ର ନେବାକୁ ଜାରି ହୋଇଥିବା ଆଡଭାଇଜରୀରେ କୁହାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ