ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବ । ଏନେଇ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି । ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେରବୋକଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଏହା କହିଛନ୍ତି । ସେ କହିଛନ୍ତି ଯେ ୟୁରୋପୀୟ ଦେଶ ନିଜେ ରୁଷରୁ ତେଲ କିଣୁଥିବାବେଳେ ଭାରତକୁ ଉପଦେଶ ଦେବା ଠିକ୍ ନୁହେଁ । ନିଜର ସ୍ବାର୍ଥ ଅନୁସାରେ ୟୁରୋପୀୟ ଦେଶମାନେ ନିଷ୍ପତ୍ତି ନେବା ତାଙ୍କର ଅଧିକାର, କିନ୍ତୁ ଭାରତର ବି ସେହି ଅଧିକାର ଅଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ