ପାରାଦୀପରେ ଅଘଟଣ । ମଝି ସମୁଦ୍ରରେ ପଟା ଫାଟି ବୋଟରେ ପଶିଲା ପାଣି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୭ ଜଣ ମତ୍ସ୍ୟଜୀବୀ । ତେବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ବୋଟକୁ ଉଦ୍ଧାର କରାଯାଇ ଥିବାବେଳେ ବୋଟ୍ ସହିତ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ସମୁଦ୍ରରେ ବୁଡ଼ିଯାଇଛି । ବିଳମ୍ବିତ ରାତିରେ ସମୁଦ୍ରରେ ମାଛ ଧରୁଥିବାବେଳେ ବଟ୍ଟ ମହାପୁରୁଷ ନାମକ ବୋଟର କାଠ ଫାଟିଯିବାରୁ ବୋଟଟି ସମୁଦ୍ର ବୁଡିଯାଇଥିଲା । ଫଳରେ ଏଭଳି ଅଘଟଣ ଘଟିଥିଲା ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍