ଲଦାଖରେ ବଢ଼ିଲା ଭାରତୀୟ ସେନାର ବଳ । ଚୀନ ସହିତ ଲାଗିଥିବା ଭାରତର ବାସ୍ତବିକ ନିୟନ୍ତ୍ରଣ ରେଖା ସହ ପାଙ୍ଗଙ୍ଗ ହ୍ରଦରେ ନୂଆ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ । ଏହି ଜାହାଜ ଏଲ୍ଏସିଏ, ଏଲ୍ଓଏସିରେ ସେନାର ଅପରେସନକୁ ଆହୁରି ବଳ ଦେବ । ଏହି ଯୁଦ୍ଧ ଜାହାଜଟି ବହୁମୁଖୀ ପାରଙ୍ଗମ ହୋଇ ଥିବାବେଳେ ଏହା ଲଞ୍ଚିଂ, ସ୍ପିଡ୍ ଓ କାପାସିଟିର ଲିମିଟେସନରୁ ଅଧିକ ରହିଛି । ଫଳରେ ପୂର୍ବ ଲଦାଖରେ ସେନାର ଅପରେସନ ପାଇଁ ବାଧକ ସାଜୁଥିବା ହ୍ରଦକୁ ସହଜରେ ପାର୍ କରି ସେନା ତା ଅପରେସନ ଜାରି ରଖିପାରିବ । ଏହି ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ ଜାହାଜକୁ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ