ପାଖେଇ ଆସୁଛି ପଶ୍ଚିମ ଓଡିଶାର ମହାନ୍ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପର୍ବ । ଯାହାକୁ ନେଇ ଚଳଚଞ୍ଚଳ ଗାଁଠୁ ସହର । ଏହାରି ଭିତରେ ମାଟିକାରିଗର ମାନଙ୍କୁ ଆଉ ଫୁରସତ ନାହିଁ । ନୂଆଁଖାଇରେ ବ୍ୟବହୃତ ନୁଆଁହାଣ୍ଡି, ମାଟିପାତ୍ର, ପ୍ରସ୍ତୁତିରେ ଲାଗି ପଡିଛନ୍ତି କୁମ୍ଭାରମାନେ । ଧନୀ ହେଉକି ଗରିବ ନୂଆଁଖାଇରେ ସମସ୍ତେ ନୁଆଁହାଣ୍ଡିରେ ରାନ୍ଧିବାର ପରମ୍ପରା ଥିବାରୁ ମାଟିହାଣ୍ଡି କିଣିଥାନ୍ତି । ଏଥିପାଇଁ କାରିଗରମାନେ ବି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ଏଥିପାଇଁ ପାଇଁ ମାଟି କାରିଗର ମାନେ ଦିନରାତି ଏକ କରି ପରିବାରର ସମସ୍ତ ସଦସ୍ୟ ମାଟିହାଣ୍ଡି ପ୍ରସ୍ତୁତିରେ ଲାଗି ପଡିଛନ୍ତି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ