ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍ କଲା ଭରତ । ପାକିସ୍ତାନ ବିରୋଧରେ ଭାରତର ବଡ ପଦକ୍ଷେପ । ଭାରତରେ ବ୍ୟାନ ହେଲା ପାକିସ୍ତାନ ଟ୍ୱିଟର ଆକାଉଣ୍ଟ । କୁହାଯାଉଛି କି ଦେଶ ବିରୋଧୀ ଗତିବିଧି ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର । ନିକଟରେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଏନଆଇଏ ଓ ଇଡି ସମେତ ଅନ୍ୟ ଏଜେନ୍ସି କିଛି ସଂଗଠନ ଉପରେ ଚଢାଉ କରିଛନ୍ତି । ଏହାସହ କିଛି ସନ୍ଧିଗ୍ଧଙ୍କୁ ମଧ୍ୟ ହେପାଜକୁ ନେଇଛନ୍ତି । ତେବେ ଏହି ଘଟଣାକୁ ନେଇ ପଚରାଉଚରା ଜାରି ରହିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ